ଲାଞ୍ଚ ନେଉଥିବା ବେଳେ ବିଡିଓଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବିଡ଼ିଓ ବିନୋଦ ନାଏକ ୧ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି। ଲାଞ୍ଚ ନେଉଥିବା ବେଳେ ବିଡ଼ିଓଙ୍କୁ କାବୁ କରିଛି ବଲାଙ୍ଗୀର ଭିଜିଲାନ୍ସ ଟିମ। ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ବ୍ଳକ ଭିତରେ ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଟିମ। ବ୍ଲକରେ ନିର୍ମାଣ ହୋଇଥିବା ଏକ ଗାର୍ଡୱାଲ୍ ଓ କଂକ୍ରିଟ ରାସ୍ତାର ବିଲ କରିବା … Continue reading ଲାଞ୍ଚ ନେଉଥିବା ବେଳେ ବିଡିଓଙ୍କୁ ମାଡ଼ିବସିଲା ଭିଜିଲାନ୍ସ